Clean Bank: 'ଯଦି ଜାମିନରେ ଯିବାକୁ ଚାହୁଁଛ, ସକାଳୁ ଆସି ବ୍ୟାଙ୍କ ସଫା କର'

'ଯଦି ଜାମିନ ଚାହଁ ତାହେଲେ ସକାଳୁ ଆସି ବ୍ୟାଙ୍କରେ ସଫେଇ କର ।' ଏଭଳି ସର୍ତ୍ତ ରଖି ବ୍ୟାଙ୍କ ଠକେଇ ମାମଲାରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

Clean Bank: 'ଯଦି ଜାମିନରେ ଯିବାକୁ ଚାହୁଁଛ, ସକାଳୁ ଆସି ବ୍ୟାଙ୍କ ସଫା କର'
Array