CM Hears Public Grievances: ଭୁବନେଶ୍ବର ବଦଳରେ ସମ୍ବଲପୁରରେ ହେଲା ଜନ ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।

CM Hears Public Grievances: ଭୁବନେଶ୍ବର ବଦଳରେ ସମ୍ବଲପୁରରେ ହେଲା ଜନ ଅଭିଯୋଗ ଶୁଣାଣି
Array