College Elections Odisha: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

ଏବର୍ଷ ହୋଇପାରେ କଲେଜ ଇଲେକ୍ସନ୍। ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

College Elections Odisha:  ଖୁସି ଖବର; ଏ ବର୍ଷ  ହେବ କଲେଜ ଇଲେକ୍ସନ୍!
Array