Constable Attempted Rape: ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁରର ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

Constable Attempted Rape: ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ
Array