Consumer Attacked Tata Power Employee: ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ; ବାଉଁଶ ଫାଳିଆରେ ପିଟିଲେ ଉପଭୋକ୍ତା…

ହୁକ ପକାଇ ବିଜୁଳି ଚୋରି କରୁଥିଲେ, ବିଲ୍ ଦେଉନଥିଲେ ତାଗିତ କରିବାରୁ ବାଉଁଶ ଫାଳିଆରେ ପିଟି ପିଟି ଆକ୍ରମଣ କରିଛନ୍ତି ଉପଭୋକ୍ତା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲିପାଟଣା ଥାନା ଅଧୀନ ମକୁନ୍ଦଦାସପୁରରେ ।

Consumer Attacked Tata Power Employee: ଟାଟା ପାୱାର କର୍ମଚାରୀଙ୍କୁ ଆକ୍ରମଣ; ବାଉଁଶ ଫାଳିଆରେ ପିଟିଲେ ଉପଭୋକ୍ତା…
Array