Consuming Too Many Fruits May Harm: ଅଧିକ ଫଳ ଖାଇଲେ ଦେହ ପାଇଁ ଖରାପ !

ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍‌ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।

Consuming Too Many Fruits May Harm: ଅଧିକ ଫଳ ଖାଇଲେ ଦେହ ପାଇଁ ଖରାପ !
Array