COVID-19 New Wave in Asia: ଚିନ୍ତା ବଢାଇଲାଣି କରୋନା, ଚୀନ୍, ସିଙ୍ଗାପୁରରେ ଦ୍ରୁତ ସଂକ୍ରମଣ

ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାର ଏ ନୂଆ ଲହରରେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ମେ 3 ତାରିଖ ସୁଦ୍ଧା ଶେଷ ସପ୍ତାହ ଭିତରେ ସିଙ୍ଗାପୁରରେ କୋଭିଡ୍ ମାମଲରେ 28 ପ୍ରତିଶତ ବୃଦ୍ଧି ଘଟି ସଂକ୍ରମିତଙ୍କ ସଂଖ୍ୟା 14 ହଜାର ଟପିଛି।

COVID-19 New Wave in Asia: ଚିନ୍ତା ବଢାଇଲାଣି କରୋନା, ଚୀନ୍, ସିଙ୍ଗାପୁରରେ ଦ୍ରୁତ ସଂକ୍ରମଣ
Array