COVID-19 Outbreak: ଦିନକରେ ୭ ନୂଆ ପଜିଟିଭ୍ ଚିହ୍ନଟ, ୭ ଜିଲ୍ଲାକୁ ଛୁଇଁଲା କୋଭିଡ୍

ମାଡୁଛି କରୋନା। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି ରୋଗ। ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କୋଭିଡ୍। ଏ ଯାଏଁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତା ପଛକୁ ରହିଛି କଟକ ଜିଲ୍ଲା, ଯେଉଁଠି ୯ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି।

COVID-19 Outbreak: ଦିନକରେ ୭ ନୂଆ ପଜିଟିଭ୍ ଚିହ୍ନଟ, ୭ ଜିଲ୍ଲାକୁ ଛୁଇଁଲା କୋଭିଡ୍
Array