COVID-19 Updates: ରାଜ୍ୟରେ ୭ ନୂଆ କେସ୍, ଦେଶରେ ୬ ହଜାର ମୁହାଁ କରୋନା ସଂକ୍ରମଣ
କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ୬ ହଜାର ମୁହାଁ କରୋନା ସଂକ୍ରମଣ । ବଢୁଥିବା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।