Cricket At LA Olympics: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି

୨୦୨୮ ଅଲିମ୍ପିକରେ କ୍ରିକେଟ T20 ଫର୍ମାଟରେ ଖେଳାଯିବ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ଦ୍ବାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ ।

Cricket  At LA Olympics: T20 ଫର୍ମାଟରେ ଖେଳାଯିବ, ଭାଗନେବେ ୧୮୦ଜଣ ଖେଳାଳି
Array