Crimes in Balangir: ଜେଲରୁ ବାହାରି ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି, କଥା କଥାରେ ଗଡୁଛି ମୁଣ୍ଡ

ଜେଲରୁ ବାହାରୁଛନ୍ତି ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି । ଶାନ୍ତ ପଡ଼ିଥିବା ସହରରେ ଆତଙ୍କ ମଚାଉଛନ୍ତି । କଥା କଥାରେ ଗଡୁଛି ମୁଣ୍ଡ, ବୋହୁଛି ରକ୍ତର ନଦୀ ।

Crimes in Balangir: ଜେଲରୁ ବାହାରି ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି, କଥା କଥାରେ ଗଡୁଛି ମୁଣ୍ଡ
Array