Cross-Border Wedding Stopped: ବର୍ଡର ସିଲ୍‌: ବର ଯାଇପାରିଲାନି ପାକିସ୍ତାନ, ବାହାଘରରେ ଲାଗିଲା ଫୁଲଷ୍ଟପ୍‌ !

ରାତି ପାହିଲେ ବାଜିଥାନ୍ତା ଶାହାନାଇ। ହେଲେ ରାତି ଅଧରେ ହିଁ ସବୁ ଫସର ଫାଟିଯାଇଛି। ସରକାରଙ୍କ ଅଟାରୀ ବନ୍ଦ ନିଷ୍ପତ୍ତି ବାହାଘରରେ ଲଗାଇ ଦେଇଛି ଫୁଲଷ୍ଟପ୍‌।   

Cross-Border Wedding Stopped:  ବର୍ଡର ସିଲ୍‌: ବର ଯାଇପାରିଲାନି ପାକିସ୍ତାନ, ବାହାଘରରେ ଲାଗିଲା ଫୁଲଷ୍ଟପ୍‌ !
Array