CRPF Jawan Loss Job: ପାକିସ୍ତାନୀ ପତ୍ନୀଙ୍କୁ ଲୁଚାଇ ରଖିଥିଲେ ଯବାନ; ଧରାପଡିଲେ, ଚାକିରିରୁ ବିଦା ହେଲେ

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସେନା ନିକଟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ବିଏସଏଫର ଯବାନ ମୁନିର ଅହମଦ ଚାକିରିରୁ ହାତ ଧୋଇଲେ । ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।   

CRPF Jawan Loss Job: ପାକିସ୍ତାନୀ ପତ୍ନୀଙ୍କୁ ଲୁଚାଇ ରଖିଥିଲେ ଯବାନ; ଧରାପଡିଲେ, ଚାକିରିରୁ ବିଦା ହେଲେ
Array