Cultural Traditions of Puri: କିଏ ଖୋଳାଇଥିଲେ ନରେନ୍ଦ୍ର ପୁଷ୍କରିଣୀ, ଏଠାରେ କାହିଁକି ଓ କେଉଁ ବିଧିରେ ହୁଏ ଚାପଖେଳ?

ମୋଟ ୪୨ ଦିନ ଧରି ଅନୁଷ୍ଠିତ ହେଉଥିବା 'ଚନ୍ଦନ ଯାତ୍ରା' ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳନ ହେଉଥିବା ପର୍ବ। ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ଏବଂ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ପାଳନ ହୁଏ।

Cultural Traditions of Puri: କିଏ ଖୋଳାଇଥିଲେ ନରେନ୍ଦ୍ର ପୁଷ୍କରିଣୀ, ଏଠାରେ କାହିଁକି ଓ କେଉଁ ବିଧିରେ ହୁଏ ଚାପଖେଳ?
Array