Cyber Slave: ଆପଣଙ୍କ ପାଖକୁ ଆସୁଛି କି ଏହିପରି କଲ୍? ତାହେଲେ ହୋଇଯିବେ ସାଇବର୍ ସ୍ଲେଭ୍

ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ କଣ ହୁଏ ଶୁଣନ୍ତୁ ସାଇବର ଏକ୍ସପର୍ଟଙ୍କଠାରୁ।

Cyber Slave: ଆପଣଙ୍କ ପାଖକୁ ଆସୁଛି କି ଏହିପରି କଲ୍? ତାହେଲେ ହୋଇଯିବେ ସାଇବର୍ ସ୍ଲେଭ୍
Array