Darshan at Puri Srimandir to Close after 5 PM for Secret Rituals and Banaka Lagi Niti
'#ଆଜି_୫ଟା_ପରେ_ଶ୍ରୀମନ୍ଦିର_ଦର୍ଶନ_ବନ୍ଦ_ରହିବ' ଆଜି ପୁରୀ ଶ୍ରମନ୍ଦିରରେ ଶ୍ରୀଜିଉଙ୍କର ଗୁପ୍ତ ନୀତି ତଥା ବନକ ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗ ମଣ୍ଡପ ସରିଲେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ସେବାୟତ...।
'#ଆଜି_୫ଟା_ପରେ_ଶ୍ରୀମନ୍ଦିର_ଦର୍ଶନ_ବନ୍ଦ_ରହିବ'
ଆଜି ପୁରୀ ଶ୍ରମନ୍ଦିରରେ ଶ୍ରୀଜିଉଙ୍କର ଗୁପ୍ତ ନୀତି ତଥା ବନକ ଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗ ମଣ୍ଡପ ସରିଲେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ସେବାୟତ...।