Daughter's Final Salute to Martyred IAF Sergeant Surendra Singh Moga
#ସହିଦ_ବାପାଙ୍କୁ_ଶେଷ_ସଲାମ_କଲା_କୁନି_ଝିଅ ଆଖିର ଲୁହକୁ ଚାପି ରଖି ସହୀଦ ବାପାଙ୍କ କଫିନ୍ ଆଗରେ ଗର୍ବରେ ଛିଡ଼ା ହେଲା କୁନି ଝିଅ, ବାପାଙ୍କୁ କଲା ଶେଷ ସଲାମ୍ । ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର ମୋଗାଙ୍କୁ ପରିବାର ଜଣାଇଲା ଶ୍ରଦ୍ଧାଞ୍ଜଳି...
#ସହିଦ_ବାପାଙ୍କୁ_ଶେଷ_ସଲାମ_କଲା_କୁନି_ଝିଅ
ଆଖିର ଲୁହକୁ ଚାପି ରଖି ସହୀଦ ବାପାଙ୍କ କଫିନ୍ ଆଗରେ ଗର୍ବରେ ଛିଡ଼ା ହେଲା କୁନି ଝିଅ, ବାପାଙ୍କୁ କଲା ଶେଷ ସଲାମ୍ । ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର ମୋଗାଙ୍କୁ ପରିବାର ଜଣାଇଲା ଶ୍ରଦ୍ଧାଞ୍ଜଳି...