Dead Bodies Recoverd: ଲୁହରେ ଭିଜିଲା ରଜ, ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ !

ଓଡ଼ିଶାରେ ଭିନ୍ନ ଭିନ୍ନ ଘଟଣାରେ ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ ହୋଇଛି । ଲମତାପୁଟ ଜଲାପୁଟ ଜଳଭଣ୍ଡାରରୁ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ଶିମିଳିପାଳ ଲୁଲୁଙ୍ଗ ଝରଣାରେ ଗାଧୋଇଲା ବେଳେ ବୁଡ଼ିଯାଇ ଆଉ ୨ ଯୁବକଙ୍କର ମୃତ୍ୟୁ ଘଟିଛି ।

Dead Bodies Recoverd: ଲୁହରେ ଭିଜିଲା ରଜ, ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ !
Array