Dead Body in Parcel: ମଗାଇଥିଲେ ଇଲେକ୍ଟ୍ରିକ୍ ଜିନିଷ; ପାର୍ସଲ ଖୋଲିବା ପରେ ବାହାରିଲା ମୃତଦେହ

ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।

Dead Body in Parcel: ମଗାଇଥିଲେ ଇଲେକ୍ଟ୍ରିକ୍ ଜିନିଷ; ପାର୍ସଲ ଖୋଲିବା ପରେ ବାହାରିଲା ମୃତଦେହ
Array