Deadline For +3 Admission Extended: ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୧ ଶେଷ ତାରିଖ

ଗୋଟିଏ ପଟେ ଯୁକ୍ତ ୨ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଥିଲା । ଅନ୍ୟପଟେ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ଶେଷ ହେବାକୁ ବସିଥିବାରୁ ଚିନ୍ତା ବଢିଥିଲା । ଯୁକ୍ତ ୩ ନାମଲେଖା ଅବଧି ଜୁନ ୧ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

Deadline For +3 Admission Extended: ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୧ ଶେଷ ତାରିଖ
Array