Deadly Love Story: ମାଲିକାଣୀଙ୍କ ସହ ଡ୍ରାଇଭରଙ୍କ ପ୍ରେମ, ରେଳଧାରଣାରୁ ମିଳିଲା ମୃତଦେହ
ପରିବାରର ଲୋକଙ୍କୁ ଫୋନ କରି ମାଲିକାଣୀ ସହିତ ନିଜ ପ୍ରେମ ସଂପର୍କରେ ଜଣାଇଥିଲେ ଡ୍ରାଇଭର। ଆଉ କିଛି ଅନ୍ତରଂଗ ମୁହୁର୍ତ୍ତର ଫଟୋ ପଠାଇଥିଲେ। ଆଉ ସକାଳୁ ରେଳ ଧାରଣାରୁ ମିଲିଲା ତାଙ୍କ ମୃତ ଦେହ। ହେଲେ ପରିବାର ଲୋକଙ୍କ ଅଭିଯୋଗ ଥଇଲା କିଛି ଅଲଗା....