Death of Patients: ୨୪ ଘଣ୍ଟା ଭିତରେ କେମିତି ହେଲା ୬ ରୋଗୀଙ୍କ ମୃତ୍ୟୁ ?

ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ।

Death of Patients: ୨୪ ଘଣ୍ଟା ଭିତରେ କେମିତି ହେଲା ୬ ରୋଗୀଙ୍କ ମୃତ୍ୟୁ ?
Array