Devotees Perform Prostration Ritual on Bada Danda, Chanting "He Jagannath"

#ହେ_ଜଗନ୍ନାଥ, #ହେ_କାଳିଆ_ସାଆନ୍ତ କାଳିଆ ପାଖରେ କରିଥିଲେ ମାନସିକ। ଏବେ ଦଣ୍ଡବତ କରି ବଡ଼ଦାଣ୍ଡରେ କାଳିଆ ପାଖକୁ ଯାଉଛନ୍ତି ଭକ୍ତ। ମୁଖରେ ହେ ଜଗନ୍ନାଥ, ହେ ପ୍ରଭୁ କହି କହି ବଡ଼ଦାଣ୍ଡରେ ପ୍ରଣାମ କରି କରି ଯାଉଛନ୍ତି ଭକ୍ତ। #OdishaCulture