Diarrhea in Bhubaneswar: ରାଜଧାନୀକୁ ବି ଡାଇରିଆ ଭୟ, ଆକ୍ରାନ୍ତ ହେଲେଣି ଶତାଧିକ

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ ଥିବାବେଳେ ଏବେ ରାଜଧାନୀକୁ ବି ଘାରିଛି ଡାଇରିଆ ଭୟ । ଘାଟିକିଆ ଅଞ୍ଚଳରେ ଝାଡ଼ାବାନ୍ତିରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Diarrhea in Bhubaneswar: ରାଜଧାନୀକୁ ବି ଡାଇରିଆ ଭୟ, ଆକ୍ରାନ୍ତ ହେଲେଣି ଶତାଧିକ
Array