Diarrhea outbreak : ୨ ସପ୍ତାହ ପାଇଁ ବନ୍ଦ ରହିବ ହେ।ଟେଲ,ଢାବା: ଜାଣନ୍ତୁ କାହିଁକି କଟକଣା ଜାରି କଲା ପ୍ରଶାସନ

ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି । ଏହା ସହ ଲେ।କଙ୍କୁ ଅନୁରେ।ଧ କରାଯାଇଛି ଫୁଟା ପାଣି, ଗରମ ରନ୍ଧା ଖାଦ୍ୟ ଖାଇବେ । ଡାଇରିଆର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

Diarrhea outbreak : ୨ ସପ୍ତାହ ପାଇଁ ବନ୍ଦ ରହିବ ହେ।ଟେଲ,ଢାବା:  ଜାଣନ୍ତୁ କାହିଁକି କଟକଣା ଜାରି କଲା ପ୍ରଶାସନ
Array