Diarrheal Outbreak: ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି କି ହଇଜା ସ୍ଥିତି ? ଆଜି ଦିନକରେ ୩ ଶହ ନୂଆ ରୋଗୀ ଚିହ୍ନଟ...

ଯାଜପୁର ଧର୍ମଶାଳା ପାଖର ଗାଁରେ ଯେଉଁଠୁ ଆରମ୍ଭ ହୋଇଥିଲା ଡାଇରିଆ। ଆଉ ସେଇଠି ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ ଆମ ଓଟିଭି ପ୍ରତିନିଧି ।

Array