Digha Temple Controversy: ମହାପ୍ରଭୁଙ୍କ ଦାରୁ କିପରି ଦୀଘା ଗଲା ? ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ

ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମହାପ୍ରଭୁଙ୍କ ଧାମ ସହ ଅନ୍ୟ ମନ୍ଦିରକୁ ତୁଳନା କରିବା ଓ ମହାପ୍ରଭୁଙ୍କ ବଳକା କାଠ ବ୍ୟବହାର ହେବା ଅଗ୍ରହଣୀୟ । ଏହି ଘଟଣାର ତଦନ୍ତ ହେବ ।

Digha Temple Controversy: ମହାପ୍ରଭୁଙ୍କ ଦାରୁ କିପରି ଦୀଘା ଗଲା ? ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ
Array