Digital Arrest Alert: ସାବଧାନ ! ଡିଜିଟାଲ ଆରେଷ୍ଟ ନାଁରେ ଆପଣଙ୍କୁ ଆସିପାରେ କଲ୍... କ'ଣ କରିବେ ଜାଣନ୍ତୁ...
ଡିଜିଟାଲ ଆରେଷ୍ଟ ନାଁରେ କଲ୍ ଆସୁଥିଲେ ସାବଧାନ ! ବିଭିନ୍ନ ଉପାୟରେ ଠକୁଛନ୍ତି ସାଇବର ଅପରାଧୀ । ନ୍ୟାୟିକ ଅଧିକାରୀ, ପୋଲିସ, CBI, କଷ୍ଟମ୍ସ ଅଧିକାରୀଙ୍କ ପରିଚୟ ଦେଇ ଆପଣଙ୍କୁ କେହି କଲ୍ କଲେ, କ'ଣ କରିବେ ଜାଣନ୍ତୁ ।