Digital Impact on Children: ଆପଣଙ୍କ ପିଲା ‘ଡିଜିଟାଲ୍ ମହାମାରୀ’ର ଶିକାର କି… ଜାଣନ୍ତୁ କିପରି ରକ୍ଷା କରିବେ
ପରିସ୍ଥିତି ଏପରି ହୋଇଯାଇଛି ଯେ ସୋସିଆଲ ମିଡିଆ ଏବଂ ମୋବାଇଲ୍ ପ୍ରତି ଏହି ନିଶା ପିଲାମାନଙ୍କ ପାଇଁ 'ଡିଜିଟାଲ୍ ମହାମାରୀ'ରେ ପରିଣତ ହୋଇଛି। ପିଲାମାନେ ମୋବାଇଲ୍ ବିନା ବଞ୍ଚିପାରୁ ନାହାନ୍ତି। ପିଲାମାନଙ୍କ ପାଇଁ ଏହା କାଳ ହେବାରେ ଲାଗିଛି।