Disha Parmar: ୱାନ୍ ସୋଲ୍ଡର ଡ୍ରେସ୍ ପିନ୍ଧି ଦିଶା ଦେଖାଇଲେ ସ୍ଲିମ୍ ଫିଗର

ଦିଶା ପରମାର ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ। ସେ "ବଡେ ଅଛେ ଲଗତେ ହେଁ" ଶୋ’ରୁ ନା’ ଏବଂ ଖ୍ୟାତି ପାଇଥିଲେ। ଦିଶାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ଅଭିନେତ୍ରୀଙ୍କ ଲୁକ୍ ମଧ୍ୟ ଭାଇରାଲ୍‌ ହେଉଛି। ଦିଶା ପରମାର ନିକଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋସୁଟ୍ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି।

Disha Parmar: ୱାନ୍ ସୋଲ୍ଡର ଡ୍ରେସ୍ ପିନ୍ଧି ଦିଶା ଦେଖାଇଲେ ସ୍ଲିମ୍ ଫିଗର
Array