Disha Patani: ହଲିଉଡ୍ ଆଡକୁ ମୁହାଁଇଲେ ଦିଶା ପାଟନୀ; ଆକ୍ସନ-ଥ୍ରୀଲରରେ ଦେଖାଇବେ ଜଲୱା
ଦିଶା ପାଟନୀ ହଲିଉଡ୍ ଆଡକୁ ମୁହାଁଇଛନ୍ତି। ସେ ଜଣେ ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ହଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦିଶା ସୁପରନାଚୁରାଲ୍ ଆକ୍ସନ-ଥ୍ରୀଲର ଫିଲ୍ମ 'ହଲିଗାର୍ଡସ' ସହିତ ହଲିଉଡ୍ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ।