Disproportionate Assets: କୋଟିପତି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ପ୍ଲଟ୍ ଫ୍ଲାଟ ଠାବ

ରାୟଗଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କ ୨ଟି ଦାମୀ ପ୍ଲଟ୍‌ ସହ ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ଆସବାବପତ୍ର ସହ ୧୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍ । ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ଯନ୍ତ୍ରୀ ସହଦେବ ।

Disproportionate Assets: କୋଟିପତି ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ୫୦ ଲକ୍ଷର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ସହ ପ୍ଲଟ୍ ଫ୍ଲାଟ ଠାବ
Array