Divine Wedding of Lord Shiva and Goddess Parvati Celebrated with Grandeur in Sambalpur
#ଭୋଳାବାବାଙ୍କ_ବରଯାତ୍ରୀ ଆଜି ବିଳମ୍ବିତ ରାତିରେ ହେବ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପରିଣୟ। ବିଳମ୍ବିତ ରାତିରେ ମହାଦେବ ବର ବେଶରେ ସଜେଇ ହୋଇ ରୋଷଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ମାତା ପାର୍ବତୀଙ୍କ ଘରକୁ ଯାଉଛନ୍ତି ଭୋଳାବାବା।
#ଭୋଳାବାବାଙ୍କ_ବରଯାତ୍ରୀ
ଆଜି ବିଳମ୍ବିତ ରାତିରେ ହେବ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପରିଣୟ। ବିଳମ୍ବିତ ରାତିରେ ମହାଦେବ ବର ବେଶରେ ସଜେଇ ହୋଇ ରୋଷଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ମାତା ପାର୍ବତୀଙ୍କ ଘରକୁ ଯାଉଛନ୍ତି ଭୋଳାବାବା।