Divorce Cases Increasing: ଖେଳଘର ପାଲଟି ଗଲାଣି ବାହାଘର, ବଢ଼ି ଚାଲିଛି ଛାଡ଼ପତ୍ର, ଏହି ୮ଟି ରାଜ୍ୟରେ ସର୍ବାଧିକ
ବିଭିନ୍ନ କାରଣରୁ ଏବେ ଡିଭୋର୍ସ ବା ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୈବାହିକ ପରମ୍ପରାର ଏହା ଏକ ଖରାପ ଦିଗ। କିନ୍ତୁ ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ଜଣାପଡୁଛି ଯେ, ଝିଅମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି, ଯାହା ଫଳରେ ସେମାନେ ତାଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଖୋଲାଖୋଲି ଭାବେ ସ୍ୱର ଉଠାଇ କେଶ୍ ଦାଏର କରୁଛନ୍ତି।