Dog Walker: ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର, MBBS ଓ MBA ଡିଗ୍ରୀଧାରୀଙ୍କ ଦରମା ଠାରୁ ବି ଅଧିକ

ସୋସିଆଲ୍ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ଲୋକମାନେ ଏହାକୁ ଶେୟାର କରୁଛନ୍ତି, ମିମ୍ସ ବି ତିଆରି କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି,ଡିଗ୍ରୀ ଠାରୁ ଅଧିକ ଜରୁରୀ ହେଉଛି ଦକ୍ଷତା ।

Dog Walker: ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର, MBBS ଓ MBA ଡିଗ୍ରୀଧାରୀଙ୍କ ଦରମା ଠାରୁ ବି ଅଧିକ
Array