Donald Trump: ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଉପରେ ଲଗାଇଲେ ୯୦ ଦିନିଆ ବ୍ରେକ
ଆମେରିକା ପ୍ରତି ୭୫ରୁ ଅଧିକ ଦେଶର ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ୯୦ ଦିନିଆ ଗ୍ରେସ ପିରିୟଡ୍ ଘୋଷଣା କରିଛନ୍ତି। ଏହି ଦେଶଗୁଡ଼ିକ ଆମେରିକାର ବାଣିଜ୍ୟ ବିଭାଗ, ଅର୍ଥ ବିଭାଗ ଓ ବାଣିଜ୍ୟ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଛନ୍ତି।