Don’t Die: ଆମେରିକା କୋଟିପତିଙ୍କ ନୂଆ ମିଶନ... AI ସହ ସାମିଲ ହୋଇ ସମୃଦ୍ଧ ହେବ ମାନବ ଜାତି

କୋଟିପତି ବ୍ରାୟନ କହିଛନ୍ତି, ବହୁ ବର୍ଷ ପୂର୍ବେ, ମୁଁ ନିଜକୁ 25ତମ ଶତାବ୍ଦୀର ଲୋକଙ୍କ ଉପସ୍ଥିତିରେ ରହିବାର କଳ୍ପନା କରି ଏକ ବିଚାରଧାରାର ପ୍ରୟୋଗ କରିଥିଲି । "ଏହି ପ୍ରୟୋଗରୁ ସ୍ପଷ୍ଟ ଜଣା ପଡିଥିଲା, ସେତେବେଳର ମଣିଷ କହିବେ Don’t Die ଏମିତି ଏକ ବ୍ୟବସ୍ଥା ଯାହା ସାହାଯ୍ୟରେ ମଣିଷ ଜାତି ନିଜକୁ ରକ୍ଷା କରିପାରିବ ଏବଂ ଏଆଇ ସହ ନିଜକୁ ସାମିଲ କରି ପାରିବ ।

Don’t Die: ଆମେରିକା କୋଟିପତିଙ୍କ ନୂଆ ମିଶନ... AI ସହ ସାମିଲ ହୋଇ ସମୃଦ୍ଧ ହେବ ମାନବ ଜାତି
Array