Dowry Murder: ଯୌତୁକ ଲୋଭରେ ୯ ମାସର ଗର୍ଭବତୀ ବୋହୂକୁ ମାରିଦେଲେ !

ଗୋଟେ ମାଆ ଆଜି  କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାରଣ ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର ।

Dowry Murder: ଯୌତୁକ ଲୋଭରେ ୯ ମାସର ଗର୍ଭବତୀ ବୋହୂକୁ ମାରିଦେଲେ !
Array