Dress Code: ତଳକୋର୍ଟ ଓକିଲଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧ରୁ….

ଖରାଦିନେ ତଳ କୋର୍ଟରେ ଓକିଲମାନେ କଳା କୋଟ୍ ନପିନ୍ଧିଲେ ଚଳିବ । ଏହା ବାଧ୍ୟତାମୂଳକ ନୁହେଁ । ତେବେ କଳା କୋଟ ବଦଳରେ ଏହି ଡ୍ରେସ୍ ପିନ୍ଧିପାରିବେ ।

Dress Code: ତଳକୋର୍ଟ ଓକିଲଙ୍କ ପାଇଁ ଖୁସି ଖବର, ଏପ୍ରିଲ ୧ରୁ….
Array