Drug Racket Busted: ଯେଉଁ ଝିଅମାନେ ନୂଆ ଆସୁଥିଲେ ସେମାନଙ୍କୁ ମାଗଣାରେ ଦେଉଥିଲେ ଏମଡି ଡ୍ରଗ, ତିଆରି କରିଥିଲେ ବଡ଼ ନେଟୱର୍କ
କାହାକୁ ବିଶ୍ୱାସ କରିବ ? ଜିମରେ ଦିଆଯାଉଥିଲା ଏମଡି ଡ୍ରଗ । କୁହାଯାଉଥିଲା ଏହା ଖାଇଲେ ବଡି ଫିଟ୍ ରହିବ ଓ ପତଳା ରହିବ । ଡାକ୍ତର ପ୍ରେସକ୍ରାଇବ କରୁଥିଲେ, କହୁଥିଲେ ମୁଡ୍ ବୁଷ୍ଟର ଓ ରୋଗ ପ୍ରତିରୋଧକାରୀ । ଏମିତି କହି ଯୁବକଯୁବତୀଙ୍କୁ କରୁଥିଲେ ନିଶାଗ୍ରସ୍ତ । ପୋଲିସ ରେଡ୍ କରି ଦୁଇଜଣଙ୍କୁ ଗିରଫ କରିଛି ।