Drug Trade: ମାରାତ୍ମକ ଡ୍ରଗସର ମାୟାଜାଲ, କୋଡ୍ ୱାଡରେ ଚାଲିଛି ବେପାର
ଗୋଗୋ ହେଉଛି ପତଳା ଓ ଶୀଘ୍ର ନ ଚିରିଲା ଭଳି ଏକ କାଗଜ। ଯାହା ନିଶାଖୋରଙ୍କ ଅତି ପ୍ରିୟ। ଏଇ ଗୋଗୋ ପେପରରେ ହିଁ ଡ୍ରଗ୍ସ ଟଣା ହୁଏ, ଗଞ୍ଜେଇ ଟାଣନ୍ତି। ଭୁବନେଶ୍ବରର ପ୍ରାୟ ସବୁ ଛକରେ ଏବେ ଖୁଲମ୍ ଖୁଲା ଚାଲିଛି ବ୍ରାଉନସୁଗର୍, ଡ୍ରଗ୍ସର ବିଜନେସ୍।