E-Registration App: ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଟିପରେ ମିଳିପାରିବ ୧୮ ପ୍ରକାରର ସେବା

ଏଣିକି ଆଉ ଜମି କିଣାବିକା ପାଇଁ ବି ବାରମ୍ବାର ସବ୍ ରେଜିଷ୍ଟ୍ରାର ଅଫିସ୍ ଦୌଡ଼ିବା ଦରକାର ନାହିଁ । ଦଲାଲ ହାବୁଡ଼ରେ ପଡିବେନି କି ଲାଞ୍ଚ ଦେବାକୁ ପଡ଼ିବନି । ଦଲାଲ ଆଉ ଦୁର୍ନୀତି ମୁକ୍ତ ହେବ ସବ୍ ରେଜିଷ୍ଟ୍ରାର ଅଫିସ୍ ।

E-Registration App: ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଟିପରେ ମିଳିପାରିବ ୧୮ ପ୍ରକାରର ସେବା
Array