Earthquake: ହରିୟାଣା ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ

ହରିୟାଣାର ଫରିଦାବାଦରେ ୩.୨ ତୀବ୍ରତାର ଭୂମିକମ୍ପ ରେକର୍ଡ ହୋଇଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ହେଲେ ଧନ ଜୀବନ କ୍ଷୟକ୍ଷତିର ହୋଇନାହିଁ।

Earthquake: ହରିୟାଣା ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ତୀବ୍ରତା ରେକର୍ଡ
Array