Elderly man Crawls for Pension Money: ଚାଲିବାକୁ ବଳ ନାହିଁ, ଭତ୍ତା ପାଇଁ ଘୁଷୁଡି ଘୁଷୁଡି ଗଲେ...
ପୁଣି ଭତ୍ତା ଯନ୍ତ୍ରଣା । ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଣିବାକୁ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ୮୦ ବର୍ଷୀୟ ବୃଦ୍ଧ । ଏଭଳି ଯନ୍ତ୍ରଣାଦାୟକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୋର ପଞ୍ଚାୟତରେ ।