Election Results Live Updates : ହରିୟାଣାରେ ବିଜେପିର ହ୍ୟାଟ୍ରିକ । ଜାମ୍ମୁ-କାଶ୍ମୀରରେ ମେଣ୍ଟ ମ୍ୟାଜିକ ।
କନକ ବ୍ୟୁରୋ : ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ୱେ ଏଠାରେ ବିଜେପିକୁ ହରାଇ ପାରିନାହିଁ କଂଗ୍ରେସ । ବିଜେପି ପୁଣିଥରେ ରାଜ୍ୟରେ ହ୍ୟାଟ୍ରିକ ମାରିଛି । ମୋଟ ୯୦ ଆସନ ମଧ୍ୟରୁ ବିଜେପିକୁ ବହୁମତ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ମିଳିସାରିଛି । ବିଜେପି ୪୮ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୭ ଆସନରେ ଆଗୁଆ ଅଛି । ସ୍ୱାଧୀନ ଓ ଅନ୍ୟ ଦଳ ୫ ଆସନରେ ଆଗୁଆ ଅଛନ୍ତି । ଜେଜେପି ଓ ଆଇଏନଏଲଡି ଭଳି ଆଞ୍ଚଳିକ ଦଳ ମୂଳପୋଛ ହୋଇଯାଇଛି ।