Elephant Movement Causes Power Cuts in Aska, Disrupts Students' Studies during 10th Board Exams

ଦଳରୁ ଅଲଗା ହୋଇ ବୁଲୁଥିବା ଦନ୍ତା ବନ ବିଭାଗର ନିଦ ହଜାଇ ଦେଇଛି। ହାତୀ ଚଳ ପ୍ରଚଳ ହେଉଥିବାରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଦଶମ ବୋର୍ଡ ପରୀକ୍ଷା ବେଳେ ବିଦ୍ୟୁତ କାଟ ଯୋଗୁ ପିଲାଙ୍କ ପାଠ ପଢା ବ୍ୟାହତ ହେଉଛି । #Elephant #Tension