Emergency Landing: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ଏମରଜେନ୍ସି ଲ୍ୟାଣ୍ଡିଂ

କୋଲକାତାରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି ।

Emergency Landing: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ଏମରଜେନ୍ସି ଲ୍ୟାଣ୍ଡିଂ
Array