Encounter: ମୃତ୍ୟୁ ପୂର୍ବରୁ ମାଓ ନେତାଙ୍କ ଶେଷ ହାତ ଲେଖା; ମାରିଦେବେ, ଲୁଚି ଯାଅ
ଯବାନଙ୍କ ଗୁଳିରେ ମୃତ୍ୟୁ ପୂର୍ବରୁ ଡାଏରୀରେ ଶେଷ ଥର ପାଇଁ ଲେଖିଥିଲା ଶୀର୍ଷ ମାଓ ନେତା ବାସବରାଜୁ । ଅପରେସନ୍ ପରେ ଯବାନଙ୍କ ହାତରେ ଲାଗିଛି ମାଓ ସଙ୍ଗଠନ ମହାସଚିବ କେନ୍ଦ୍ରୀୟ ସମ୍ପାଦକ ବାସବ ରାଜୁର ଶେଷ ହାତ ଲେଖା।