EOW Raid: ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ: ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା...

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସିଂ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ୍ ସୋସାଇଟି ଘୋଟାଲାର ଚେର ଖୋଜୁଥିବା କ୍ରାଇମବ୍ରଞ୍ଚ୍ EOW ଆଜି ଦ୍ବିତୀୟ ଦିନରେ ବିଜେଡି ନେତା ରାଜା ଚକ୍ରଙ୍କ ସଂପତ୍ତି ତାଲିକା ଦେଖି ତାଜୁବ୍ ହୋଇଛି।

EOW Raid: ଅମାପ ସଂପତ୍ତି, ବିଶାଳ ସାମ୍ରାଜ୍ୟ: ଯେତେ ଖୋଳିଲେ, ସେତେ ବାହାରୁଛି ବେହିସାବ ସଂପତ୍ତିର ଅସରନ୍ତି ଚିଠା...
Array