Escape from Terrorist Attack: ଆତଙ୍କବାଦୀଙ୍କ ହାତରୁ ମରୁ ମରୁ ବଞ୍ଚିଲେ; ବଖାଣିଲେ ଲୋମହର୍ଷକ କାହାଣୀ...

ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ।

Escape from Terrorist Attack: ଆତଙ୍କବାଦୀଙ୍କ ହାତରୁ ମରୁ ମରୁ ବଞ୍ଚିଲେ; ବଖାଣିଲେ ଲୋମହର୍ଷକ କାହାଣୀ...
Array